April 8, 2026
Bhakti

ତାରିଣୀଙ୍କର ନବଟି ନାମ

ତାରିଣୀଙ୍କର ନବଟି ନାମ

କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ, କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବୀ ମାଆ ଭଗବତୀ ତାରିଣୀ ଶାଳବଣ ଘେରା ଘଟଗାଁ ପୀଠରେ ପୂଜା ପାଇ ଆସୁଛନ୍ତି। ଚଇତି ପର୍ବ ଦିନ ମା ତାରିଣୀଙ୍କ ଆବିର୍ଭାବ ହୋଇଥିଲା ବୋଲି, ଏହି ପବିତ୍ର ବିଷୁବ ପଣା ସଂକ୍ରାନ୍ତି ଦିନକୁ ବଡ ଧୁମଧାମରେ ପାଳନ କରାଯାଇଥାଏ।

ତାରିଣୀଙ୍କର ନବଟି ନାମ ରହିଛି ଯଥା :

  • ନବ ତାରିଣୀ,
  • ମହା ତାରିଣୀ,
  • ଗିରି ତାରିଣୀ,
  • ପରମଜୟ ତାରିଣୀ,
  • ଶୂଳୀ ତାରିଣୀ,
  • ମହିଷ ମର୍ଦ୍ଧିନୀ ତାରିଣୀ,
  • ଶକ୍ତି ତାରିଣୀ,
  • ଘୋର ତାରିଣୀ,
  • ଚଣ୍ଡ ତାରିଣୀ

Related posts

सम्पूर्ण सुन्दरकाण्ड पाठ | Sunderkand Path

bbkbbsr24

Benefits of Sunderkand Path | मंगलवार के दिन सुंदरकांड का पाठ करने के फायदे

bbkbbsr24

Radhika Stava Lyrics in English – Bhakti Bharat Ki

bbkbbsr24