Gobinda Gobinda Gobinda Padu Galuchi Makaranda | ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଣ୍ଡାମାନଙ୍କର ନବାକ୍ଷରୀର ବିରୋଧାଭାସ ଯୋଗୁଁ ଜଗନ୍ନାଥଙ୍କ ପାଖରେ ଅତିବଡ଼ି ଶରଣାପନ୍ନ ହେବାରୁ ଶାସ୍ତ୍ର ସ୍ୱୀକୃତିପାଇଁ ଏହି ପଦ ନିଜେ ପ୍ରଭୁ ଲେଖିଥିଲେ। ଜଗନ୍ନାଥ ଦାଶ ଭାଗବତ ରେ ତିନି ଥର ଗୋବିନ୍ଦ ଲେଖିଲେ ଗୋବିନ୍ଦ...
