25.1 C
Bhubaneswar
March 25, 2026
Bhakti

Asithili Kalia To Darashana Painre | ଆସିଥିଲି କାଳିଆ ତୋ ଦରଶନ ପାଇଁରେ

Credit the Video : Sidharth Bhakti by Subash Das YouTube Channel

ଗୀତ : ଆସିଥିଲି କାଳିଆ ତୋ ଦରଶନ ପାଇଁରେ
କଣ୍ଠ : ସୁବାସ ଦାସ
ଗୀତିକାର : ଅଲେଖ ବିଶ୍ୱାଳ
ସଂଗୀତ ନିର୍ଦେଶକ : ସୁବାସ ଦାସ

Asithili Kalia To Darashana Painre – written by Alekh Biswal for Lord Jagannath.

Asithili Kalia To Darashana Painre

ଆସିଥିଲି କାଳିଆ ତୋ ଦରଶନ ପାଇଁରେ

ଆସିଥିଲି କାଳିଆ ତୋ.. ଦରଶନ ପାଁଇରେ..
ତୋତେ ଛାଡି ଯିବାକୁ ମୋ ମନ ବ୍ଲୁ ନାହିଁରେ

ସାରା ଭୁବନରେ କାନ୍ତି ଦେଖିଲି ତୋ ରୂପରେ
ସାରା ଭୁବନରେ କାନ୍ତି ଦେଖିଲି ତୋ ରୂପରେ
ସାରା ଜୀବନର ଶାନ୍ତି ଲଭିଲି ତୋ ମନ୍ଦିରେ
ସାରା ଜୀବନର ଶାନ୍ତି ଲଭିଲି ତୋ ମନ୍ଦିରେ
ବିତି ଯାଉ ଏ ଜୀବନ ତୋ ବାଦନ ଚାହିଁରେ
ତୋତେ ଛାଡି ଯିବାକୁ ମୋ ମନ ବ୍ଲୁ ନାହିଁରେ
ତୋତେ ଛାଡି ଯିବାକୁ ମୋ ମନ ବ୍ଲୁ ନାହିଁରେ
ଆସିଥିଲି କାଳିଆ ତୋ.. ଓ.. || ୧ ||

ଥକା ନେବି ଚକାଆଖି ଧାଇଁବିନି ମୋହ ରେ
ଥକା ନେବି ଚକାଆଖି ଧାଇଁବିନି ମୋହ ରେ
କରିଦେ ଭିକାରି ମୋତେ ତୋ ଦେଉଳ ଦୁଆରେ
କରିଦେ ଭିକାରି ମୋତେ ତୋ ଦେଉଳ ଦୁଆରେ
ଆନନ୍ଦ ହେବି ମଗ .. ଓ ..
ଆନନ୍ଦ ହେବି ମଗନ ତୋର ଗୀତ ଗାଇରେ
ତୋତେ ଛାଡି ଯିବାକୁ ମୋ ମନ ବ୍ଲୁ ନାହିଁରେ
ତୋତେ ଛାଡି ଯିବାକୁ ମୋ ମନ ବ୍ଲୁ ନାହିଁରେ
ଆସିଥିଲି କାଳିଆ ତୋ ଦରଶନ ପାଁଇରେ
ତୋତେ ଛାଡି ଯିବାକୁ ମୋ ମନ ବ୍ଲୁ ନାହିଁରେ
ତୋତେ ଛାଡି ଯିବାକୁ ମୋ ମନ ବ୍ଲୁ ନାହିଁରେ
ମନ ବ୍ଲୁ ନାହିଁରେ
ମନ ବ୍ଲୁ ନାହିଁରେ || ୨ ||

ଆପଣଙ୍କ ମତାମତ, ପ୍ରଶ୍ନ ଓ ତ୍ରୁଟି ବିଷୟରେ (Comment) କରି ଜଣାନ୍ତୁ । ଆପଣଙ୍କ ଆପେକ୍ଷାରେ ଭକ୍ତିଭାରତକି…

Related posts

Teri Karun Main Vandana | तेरी करूं मैं वंदना तेरी करूं में आराधना

Bimal Kumar Dash

Janmashtami 2023: कब मनाई जाएगी जन्माष्टमी, जानिए शुभ मुहूर्त, महत्व और पूजन विधि

bbkbbsr24

Ram Aaye Hai | मेरा घर आज महका है जले हैं दीप चारों ओर मेरे श्री राम आए हैं

bbkbbsr24