Hanuman Chalisa | ଶ୍ରୀ ହନୁମାନ ଚାଳିଶା | ଶ୍ରୀ ଗୁରୁ ଚରଣ ସରୋଜ ରଜ ନିଜମନ ମୁକୁର ସୁଧାରି: ଭଗବାନ ଶ୍ରୀରାମଙ୍କର ପରମ ଭକ୍ତ ଶ୍ରୀ ହନୁମାନଙ୍କୁ ଶକ୍ତିର ଦେବତା ଭାବେ ମାନା ଯାଏ। ମହାନ ସନ୍ତ ଗୋସ୍ବାମୀ ତୁଳସୀଦାସଙ୍କ ଦ୍ୱାରା ରଚିତ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଦିବ୍ୟ ହନୁମାନ ଚାଳିସା ପଢ଼ିଲେ ବ୍ୟକ୍ତିଙ୍କ ମନ ସାରା ଦିନ ପ୍ରସନ୍ନ ରହେ। ମାନା ଯାଏ ଯେ, ଏହା ନକାରାତ୍ମକ ଭାବନା, ଶକ୍ତି, ଚିନ୍ତା, ଦୁର୍ଘଟଣା ଓ ଅନିଷ୍ଟ ଘଟଣାରୁ ସୁରକ୍ଷା କରେ। ନିୟମ ଅନୁଯାୟୀ, ଏହାକୁ ସକାଳେ ସ୍ନାନ ପରେ ପଢ଼ିବା ଉଚିତ। ଯଦି କେହି ଏହାକୁ ସନ୍ଧ୍ୟାରେ ପଢ଼ନ୍ତି, ତେବେ ସେମାନେ ହାତ, ମୁହଁ ଓ ପାଦକୁ ଭଲ ଭାବରେ ଧୋଇବା ଦରକାର। ହନୁମାନ ଚାଳିସାର ପଠନ ବୁରା ଆତ୍ମାକୁ ଦୂର କରେ, ଶନି ଗ୍ରହର ଦୁଷ୍ପ୍ରଭାବକୁ କମାଏ, ଏବଂ ଖରାପ ସ୍ୱପ୍ନ କିମ୍ବା କୌଣସି ମାନସିକ ପୀଡାରେ ପୀଡିତ ଲୋକଙ୍କୁ ରାହତ ଦେଇଥାଏ। ଶ୍ରୀ ହନୁମାନ ଚାଳିସାର ପୂଜା ମଙ୍ଗଳବାର ଓ ଶନିବାର କରିବା ଉଚିତ।
॥ ଧ୍ୟାନମ ॥
ଗୁରୁର୍ବ୍ରହ୍ମା ଗୁରୁର୍ବିଷ୍ଣୁଃ ଗୁରୁର୍ଦେବୋ ମହେଶ୍ୱରଃ।
ଗୁରୁଃ ସାକ୍ଷାତ୍ ପରବ୍ରହ୍ମ ତସ୍ମୈ ଶ୍ରୀଗୁରୁବେ ନମଃ॥
ସୀତା ରାମ ଗୁଣଗ୍ରାମ ପୁଣ୍ୟାରଣ୍ୟ ବିହାରିଣୌ।
ବନ୍ଦେ ବିଶୁଦ୍ଧ ବିଜ୍ଞାନୌ କବୀଶ୍ୱର କପୀଶ୍ୱରୌ॥
ଭବାନୀ ଶଂକରୌ ବନ୍ଦେ, ଶ୍ରଦ୍ଧା ବିଶ୍ୱାସ ରୂପିଣୌ।
ୟାଭ୍ୟାଂ ବିନା ନ ପଶ୍ୟନ୍ତି, ସିଦ୍ଧାଃ ସ୍ୱାନ୍ତସ୍ଥମୀଶ୍ୱରମ୍॥
ଗୋଷ୍ପଦୀକୃତ ବରାଶିଂ ମଶକୀକୃତ ରାକ୍ଷସମ।
ରାମାୟଣ ମହାମାଲା ରତ୍ନଂ ବଂଦେ ଅନିଲାତ୍ମଜମ॥
ୟତ୍ର ୟତ୍ର ରଘୁନାଥ କୀର୍ତ୍ତନଂ ତତ୍ର ତତ୍ର କୃତମସ୍ତକାଞ୍ଜଳିମ୍।
ଭାଷ୍ପବାରି ପରିପୂର୍ଣ୍ଣ ଲୋଚନଂ ମାରୁତିଂ ନମତ ରାକ୍ଷସାନ୍ତକମ୍॥
ବୋଲିଏ ଅନନ୍ତ ବଳବନ୍ତ ଶ୍ରୀ ହନୁମନ୍ତ ଲାଲ ମହାରାଜଙ୍କ ଜୟ ହେ।
ହାଥ ଯୋଡ଼ାକର ବୋଲିଏ
ଆଇଏ ହନୁମନ୍ତ ବିରାଜୀଏ, ସୁନ୍ଦରାକାଣ୍ଡ କରୋ ମତୀ ଅନୁସାର
ପ୍ରେମ ସହିତ ଆସନ ଧରୋ, ପଧାରୋ ପବନ କୁମାର
ଆଇଏ ହନୁମନ୍ତ ବିରାଜୀଏ, କଥା ସୁନହୁଁ ଇତିହାସ
ତୁମ ସେବକ ରଘୁନାଥ କେ, ମେଁ ତୁମ ଚରଣନ କା ଦାସ
ରାମ କଥା କେ ରସିକ ତୁମ, ଭକ୍ତ ରାଜ ମତିଧୀର
ୟାଏଁ ସୁବାଶନ କରୀଏ ପ୍ରଭୁ, ତେଜ ପୁଞ୍ଜ କପି ବୀର
ସିୟାବର ରାମଚନ୍ଦ୍ର ଜୀ କୀ ଜୟ
ପବନସୁତ ହନୁମାନ କୀ ଜୟ
ବୋଲ ରେ ଭାଇ ସବ ସନ୍ତନ କୀ ଜୟ
ଶ୍ରୀ ହନୁମାନ ଚାଳିଶା
॥ ଦୋହା ॥
ଶ୍ରୀ ଗୁରୁ ଚରଣ ସରୋଜ ରଜ ନିଜମନ ମୁକୁର ସୁଧାରି ।
ବରନଉଁ ରଘୁବର ବିମଲ ଜସୁ ଜୋ ଦାୟକୁ ଫଲଚାରି ॥
ବୁଦ୍ଧିହୀନ ତନୁ ଜାନିକେ ସୁମିରୌ ପବନକୁମାର ।
ବଳ ବୁଦ୍ଧି ବିଦ୍ୟା ଦେହୁ ମୋହିଁ ହରହୁ କଲେଶ ବିକାର ॥
॥ ଚୌପାଈ ॥
ଜୟ ହନୁମାନ ଜ୍ଞାନ ଗୁନ ସାଗର ।
ଜୟ କପୀଶ ତିହୁ ଲୋକ ଉଜାଗର ॥ ୧ ॥
ରାମଦୂତ ଅତୁଲିତ ବଲଧାମା ।
ଅଂଜନି ପୁତ୍ର ପବନସୁତ ନାମା ॥ ୨ ॥
ମହାବୀର ବିକ୍ରମ ବଜରଙ୍ଗୀ ।
କୁମତି ନିବାର ସୁମତି କେ ସଙ୍ଗୀ ॥ ୩ ॥
କଂଚନ ବରଣ ବିରାଜ ସୁବେଶା ।
କାନନ କୁଣ୍ଡଳ କୁଞ୍ଚିତ କେଶା ॥ ୪ ॥
ହାଥବଜ୍ର ଔର ଧ୍ବଜା ବିରାଜୈ ।
କାଁଧେ ମୂଂଜ ଜନେଊ ସାଜୈ ॥ ୫ ॥
ଶଙ୍କର ସୁୱନ କେଶରୀ ନନ୍ଦନ ।
ତେଜ ପ୍ରତାପ ମହାଜଗ ବନ୍ଦନ ॥ ୬ ॥
ବିଦ୍ୟାବାନ ଗୁଣୀ ଅତି ଚାତୁର ।
ରାମ କାଜ କରିବେ କୋ ଆତୁର ॥ ୭ ॥
ପ୍ରଭୁ ଚରିତ୍ର ସୁନିବେ କୋ ରସିୟା ।
ରାମଲଖନ ସୀତା ମନ ବସିୟା ॥ ୮ ॥
ସୂକ୍ଷ୍ମ ରୂପ ଧରି ସିୟହିଁ ଦିଖାୱା ।
ବିକଟ ରୂପ ଧରି ଲଙ୍କ ଜରାୱା ॥ ୯ ॥
ଭୀମ ରୂପ ଧରି ଅସୁର ସଂହାରେ ।
ରାମଚନ୍ଦ୍ରଜୀ କେ କାଜ ସଁୱାରେ ॥ ୧୦ ॥
ଲାୟ ସଂଜୀବନ ଲଖନ ଜିୟାୟେ ।
ଶ୍ରୀ ରଘୁବୀର ହରଷି ଉରଲାୟେ ॥ ୧୧ ॥
ରଘୁପତି କୀନ୍ହୀ ବହୁତ ବଡାୟୀ ।
ତୁମ ମମ ପ୍ରିୟ ଭରତହି ସମ ଭାୟୀ ॥ ୧୨ ॥
ସହସ ବଦନ ତୁମ୍ହରୋ ୟଶଗାବୈ ।
ଅସ କହି ଶ୍ରୀପତି କଣ୍ଠ ଲଗାବୈ ॥ ୧୩ ॥
ସନକାଦିକ ବ୍ରହ୍ମାଦି ମୁନୀଶା ।
ନାରଦ ଶାରଦ ସହିତ ଅହୀଶା ॥ ୧୪ ॥
ୟମ କୁବେର ଦିଗପାଲ ଜହାଂ ତେ ।
କବି କୋବିଦ କହି ସକେ କହାଂ ତେ ॥ ୧୫ ॥
ତୁମ ଉପକାର ସୁଗ୍ରୀବହି କୀନ୍ହା ।
ରାମ ମିଲାୟ ରାଜପଦ ଦୀନ୍ହା ॥ ୧୬ ॥
ତୁମ୍ହରୋ ମନ୍ତ୍ର ବିଭୀଷଣ ମାନା ।
ଲଂକେଶ୍ୱର ଭୟେ ସବ ଜଗ ଜାନା ॥ ୧୭ ॥
ୟୁଗ ସହସ୍ର ୟୋଜନ ପର ଭାନୂ ।
ଲୀଲ୍ୟୋ ତାହି ମଧୁର ଫଲ ଜାନୂ ॥ ୧ ୮ ॥
ପ୍ରଭୁ ମୁଦ୍ରିକା ମେଲି ମୁଖ ମାହୀ ।
ଜଲଧି ଲାଂଘି ଗୟେ ଅଚରଜ ନାହୀ ॥ ୧୯ ॥
ଦୁର୍ଗମ କାଜ ଜଗତ କେ ଜେତେ ।
ସୁଗମ ଅନୁଗ୍ରହ ତୁମ୍ହରେ ତେତେ ॥ ୨୦ ॥
ରାମ ଦୁଆରେ ତୁମ ରଖବାରେ ।
ହୋତ ନ ଆଜ୍ଞା ବିନୁ ପୈସାରେ ॥ ୨୧ ॥
ସବ ସୁଖ ଲହୈ ତୁମ୍ହାରୀ ଶରଣା ।
ତୁମ ରକ୍ଷକ କାହୂ କୋ ଡର ନା ॥ ୨୨ ॥
ଆପନ ତେଜ ସମ୍ହାରୋ ଆପୈ ।
ତିନୋ ଲୋକ ହାଁକତେ କାଂପୈ ॥ ୨୩ ॥
ଭୂତ ପିଶାଚ ନିକଟ ନହିଁ ଆୱେ ।
ମହାବୀର ଯବ ନାମ ସୁନାୱେ ॥ ୨୪ ॥
ନାସୈ ରୋଗ ହରୈ ସବ ପୀରା ।
ଜପତ ନିରଂତର ହନୁମତ ବୀରା ॥ ୨୫ ॥
ସଙ୍କଟ ତେ ହନୁମାନ ଛୁଡାୱେ ।
ମନ କ୍ରମ ବଚନ ଧ୍ୟାନ ଯୋ ଲାୱେ ॥ ୨୬ ॥
ସବ ପର ରାମ ତପସ୍ଵୀ ରାଜା ।
ତିନକେ କାଜ ସକଲ ତୁମ ସାଜା ॥ ୨୭ ॥
ଔର ମନୋରଥ ଯୋ କୋଈ ଲାୱେ ।
ସୋଇ ଅମିତ ଜୀୱନ ଫଳ ପାୱେ ॥ ୨୮ ॥
ଚାରୋ ୟୁଗ ପରିତାପ ତୁମ୍ହାରା ।
ହୈ ପରସିଦ୍ଧ ଜଗତ ଉଜିୟାରା ॥ ୨୯ ॥
ସାଧୁ ସନ୍ତ କେ ତୁମ ରଖୱାରେ ।
ଅସୁର ନିକନ୍ଦନ ରାମ ଦୁଲାରେ ॥ ୩୦ ॥
ଅଷ୍ଟ ସିଦ୍ଧି ନବ ନିଧି କେ ଦାତା ।
ଅସ ବର ଦୀନ୍ହ ଜାନକୀ ମାତା ॥ ୩୧ ॥
ରାମ ରସାୟନ ତୁମ୍ହାରେ ପାସା ।
ସାଦ ରହୋ ରଘୁପତି କେ ଦାସା ॥ ୩୨ ॥
ତୁମ୍ହରେ ଭଜନ ରାମକୋ ପାବୈ ।
ଜନମ ଜନମ କେ ଦୁଖ ବିସରାବୈ ॥ ୩୩ ॥
ଅନ୍ତ କାଳ ରଘୁବର ପୁର ଜାଈ ।
ଜହାଁ ଜନ୍ମ ହରିଭକ୍ତ କହାଈ ॥ ୩୪ ॥
ଔର ଦେବତା ଚିତ୍ତ ନ ଧରୟୀ ।
ହନୁମତ ସେୟି ସର୍ବ ସୁଖ କରୟୀ ॥ ୩୫ ॥
ସଙ୍କଟ କଟୈ ମିଟୈ ସବ ପୀରା ।
ଯୋ ସୁମିରୈ ହନୁମତ ବଲବୀରା॥ ୩୬ ॥
ଜୈ ଜୈ ଜୈ ହନୁମାନ ଗୋସାଈ ।
କୃପା କରହୁ ଗୁରୁ ଦେବ କୀ ନାଈ ॥ ୩୭ ॥
ଜୋ ସତ ବାର ପାଠ କର କୋଈ ।
ଛୁଟହି ବନ୍ଦି ମହା ସୁଖ ହୋଈ ॥ ୩୮ ॥
ଜୋ ୟହ ପଢ଼େଇ ହନୁମାନ ଚଲୀସା ।
ହୋୟ ସିଦ୍ଧି ସାଖୀ ଗୌରୀଶା ॥ ୩୯ ॥
ତୁଲସୀଦାସ ସଦା ହରି ଚେରା ।
କୀଜୈ ନାଥ ହୃଦୟ ମହଁ ଡେରା ॥ ୪୦ ॥
॥ ଦୋହା ॥
ପବନ ତନୟ ସଙ୍କଟ ହରଣ – ମଙ୍ଗଳ ମୂରତି ରୂପ ।
ରାମ ଲଖନ ସୀତା ସହିତ – ହୃଦୟ ବସହୁ ସୁରଭୂପ ॥
ସିୟାବର ରାମଚନ୍ଦ୍ର ଭଗବାନ କୀ ଜୟ ।
ଉମାପତି ମହାଦେବ କୀ ଜୟ ।
ପବନସୁତ ହନୁମାନକୀ ଜୟ ।
ବୋଲୋ ରେ ଭାୟୀ ସବ ସନ୍ତନକୀ ଜୟ ।
ଜୟ ଜୟ ଜୟ।
Credit the Video: Bhakti YouTube Channel
Credit the Video: Bhakti Bharat Ki YouTube Channel
Disclaimer: Bhakti Bharat Ki / भक्ति भारत की (https://bhaktibharatki.com) वेबसाइट का उद्देश्य किसी की आस्था या भावनाओं को ठेस पहुंचना नहीं है। इस वेबसाइट पर प्रकाशित उपाय, रचना और जानकारी को भिन्न – भिन्न लोगों की मान्यता, जानकारियों के अनुसार और इंटरनेट पर मौजूदा जानकारियों को ध्यान पूर्वक पढ़कर, और शोधन कर लिखा गया है। इस पोस्ट पर दिए गए जानकारी केवल सामान्य ज्ञान और शैक्षिक उद्देश्य के लिए बनाया गया है। यहां यह बताना जरूरी है कि Bhakti Bharat Ki / भक्ति भारत की (https://bhaktibharatki.com) इसमें चर्चा की गई किसी भी तरह जानकारी, मान्यता, सटीकता, पूर्णता या विश्वसनीयता की पूर्ण रूप से गारंटी नहीं देते। Hanuman Chalisa in Odia का अर्थ और महत्व को अमल में लाने से पहले कृपया संबंधित योग्य विशेषज्ञ अथवा पंड़ित की सलाह अवश्य लें। Hanuman Chalisa in Odia का उच्चारण करना या ना करना आपके विवेक पर निर्भर करता है। इस वेबसाइट पर दी गई जानकारी का उपयोग पूरी तरह से उपयोगकर्ता की अपनी ज़िम्मेदारी पर है। किसी भी प्रकार की हानि, नुकसान, या परिणाम के लिए हम प्रत्यक्ष या अप्रत्यक्ष रूप से जिम्मेदार नहीं होंगे।
