25.6 C
Bhubaneswar
March 16, 2026
Bhajan

Jibanara Sesa Bandhu Prabhu Jagannatha

Credit the Video: Namita Agrawal by Namita Agrawal YouTube Channel

Jibanara Sesa Bandhu Prabhu Jagannatha

॥ ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ॥

ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ ପ୍ରଭୁ ଜଗନ୍ନାଥ
ଜୀବନର ଶେଷ ଭୋକ ମିଟେ ନିର୍ମାଲ୍ୟ ରେ
ଜୀବନର ଶେଷ ଶୋତ ତୁଳସୀ ଜଳ ରେ
ଜୀବନର ଶେଷ ଗୀତ ରାମ ନାମ ସତ୍ୟ ହେ ରାମ ନାମ ସତ୍ୟ
ଜୀବନର ଶେଷ ବନ୍ଧୁ ….

ଜୀବନର ଶେଷ ଖେଳ ବଡ଼ ଦାଣ୍ଡ ରେ
ଜୀବନର ଶେଷ ନିଦ୍ରା ସ୍ୱର୍ଗ ଦ୍ୱାରରେ
ଜୀବନର ଶେଷ ସ୍ୱପ୍ନ ନୀଳଚକ୍ର ନେତେ ସେ ନୀଳଚକ୍ର ନେତେ
ଜୀବନର ଶେଷ ବନ୍ଧୁ ….

ଜୀବନର ଶେଷ ଦୁଃଖ ପାପ ଅର୍ଜନ
ଜୀବନର ଶେଷ ସୁଖ ପ୍ରଭୁ ଦର୍ଶନ
ଜୀବନର ଶେଷ ଲକ୍ଷ୍ୟ ବନ୍ଧନ ରୁ ମୋକ୍ଷ ରେ ବନ୍ଧନ ରୁ ମୋକ୍ଷ
ଜୀବନର ଶେଷ ବନ୍ଧୁ ….

***

Related posts

Gita Govinda | Srita Kamala Kucha Mandala | गीत गोविन्द

bbkbbsr24

Sanso Ka Kya Bharosa | सांसो का क्या भरोसा रुक जाए चलते चलते

bbkbbsr24

Dayakara Dinabandhu | दयाकर दीनबंधु | ଦୟାକର ଦୀନବନ୍ଧୁ

bbkbbsr24