23.5 C
Bhubaneswar
March 13, 2026
Bhajan

Khyama Kara Jagannath Lyrics in Odia – Bhakti Bharat Ki

Khyama Kara Jagannath Lyrics in Odia

Khyama Kara Jagannath Lyrics in Odia

॥ କ୍ଷମା କର ଜଗନ୍ନାଥ ॥

କେତେ ମୁଁ ପାପ ଫଳର ଚାଖିଛି ସୁଆଦ
କେତେ ମୁଁ ଅବାଟେ ଯାଇ ଫସେଇଛି ପାଦ
ଦେଖୁ କି ନ ଦେଖୁ କେହି ତୁମେତ ଦେଖୁଛ ସତ
ମୋତେ କ୍ଷମା କର ଜଗନ୍ନାଥ

ବୁଝିବି ତୁମକୁ ଅବୁଝା ହେଇଛି
ଜାଣିଛି ତୁମେ ଦେଖୁଛ ତଥାପି ଲୁଚିଛି
ପାପ ଢ଼ାଙ୍କିବାକୁ ମିଛ ମୁଁ କହିଛି
ପ୍ରମାଣ ଦବାକୁ ଯାଇ ଶ୍ରୀଅଙ୍ଗ ଛୁଇଁଛି
ଛଡେଇ ଖାଇଛି କେତେ ଭୋକିଲା କଁସାରୁ ଭାତ
ମୋତେ କ୍ଷମା କର ଜଗନ୍ନାଥ

କ୍ଷମାର ଯଜ୍ଞ ମୁଁ ନୁହଁଇ ଜାଣିଛି
ତଥାପି ତୁମ ପଦରେ ଶରଣ ବସିଛି
ଭୁଲ ଯାହା କଲି ତୁଣ୍ଡରେ ମଣୁଛି
ଦଣ୍ଡ ଯାହା ଦବ ଦିୟ ମଥା ମୁଁ ପାତିଛି
ତୁମ ଅନୁମତି ବିନା ଗଡୁନି ଜୀବନ ରଥ
ମୋତେ କ୍ଷମା କର ଜଗନ୍ନାଥ

***

Credit the Video: Nihar Priyaashish by Karunakar YouTube Channel

Related posts

Bho Shambho Shiva Shambho Swayambho | भो शम्भो शिव शम्भो स्वयंभो

bbkbbsr24

Mere Tan Mein Bhi Kanha Mere Man Mein Bhi Kanha | मेरे तन में भी कान्हा मेरे मन में भी कान्हा

Bimal Kumar Dash

Sitaram Sitaram Sitaram Kahiye | सीताराम सीताराम सीताराम कहिए

Bimal Kumar Dash