31.1 C
Bhubaneswar
July 13, 2025
Bhakti

ତାରିଣୀଙ୍କର ନବଟି ନାମ

ତାରିଣୀଙ୍କର ନବଟି ନାମ

କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ, କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବୀ ମାଆ ଭଗବତୀ ତାରିଣୀ ଶାଳବଣ ଘେରା ଘଟଗାଁ ପୀଠରେ ପୂଜା ପାଇ ଆସୁଛନ୍ତି। ଚଇତି ପର୍ବ ଦିନ ମା ତାରିଣୀଙ୍କ ଆବିର୍ଭାବ ହୋଇଥିଲା ବୋଲି, ଏହି ପବିତ୍ର ବିଷୁବ ପଣା ସଂକ୍ରାନ୍ତି ଦିନକୁ ବଡ ଧୁମଧାମରେ ପାଳନ କରାଯାଇଥାଏ।

ତାରିଣୀଙ୍କର ନବଟି ନାମ ରହିଛି ଯଥା :

  • ନବ ତାରିଣୀ,
  • ମହା ତାରିଣୀ,
  • ଗିରି ତାରିଣୀ,
  • ପରମଜୟ ତାରିଣୀ,
  • ଶୂଳୀ ତାରିଣୀ,
  • ମହିଷ ମର୍ଦ୍ଧିନୀ ତାରିଣୀ,
  • ଶକ୍ତି ତାରିଣୀ,
  • ଘୋର ତାରିଣୀ,
  • ଚଣ୍ଡ ତାରିଣୀ

Related posts

Damodar Ashtakam | श्री दामोदर अष्टकम

bbkbbsr24

Pratah Smaran and Mangala Charan | प्रातः स्मरण एवं मंगलाचरण

bbkbbsr24

Sita Kalyana Vaibhogame | सीता कल्याण वैभोगमे

bbkbbsr24