38.1 C
Bhubaneswar
April 29, 2024
Bhakti

Asithili Kalia To Darashana Painre | ଆସିଥିଲି କାଳିଆ ତୋ ଦରଶନ ପାଇଁରେ

Credit the Video : Sidharth Bhakti by Subash Das YouTube Channel

ଗୀତ : ଆସିଥିଲି କାଳିଆ ତୋ ଦରଶନ ପାଇଁରେ
କଣ୍ଠ : ସୁବାସ ଦାସ
ଗୀତିକାର : ଅଲେଖ ବିଶ୍ୱାଳ
ସଂଗୀତ ନିର୍ଦେଶକ : ସୁବାସ ଦାସ

Asithili Kalia To Darashana Painre – written by Alekh Biswal for Lord Jagannath.

Asithili Kalia To Darashana Painre

ଆସିଥିଲି କାଳିଆ ତୋ ଦରଶନ ପାଇଁରେ

ଆସିଥିଲି କାଳିଆ ତୋ.. ଦରଶନ ପାଁଇରେ..
ତୋତେ ଛାଡି ଯିବାକୁ ମୋ ମନ ବ୍ଲୁ ନାହିଁରେ

ସାରା ଭୁବନରେ କାନ୍ତି ଦେଖିଲି ତୋ ରୂପରେ
ସାରା ଭୁବନରେ କାନ୍ତି ଦେଖିଲି ତୋ ରୂପରେ
ସାରା ଜୀବନର ଶାନ୍ତି ଲଭିଲି ତୋ ମନ୍ଦିରେ
ସାରା ଜୀବନର ଶାନ୍ତି ଲଭିଲି ତୋ ମନ୍ଦିରେ
ବିତି ଯାଉ ଏ ଜୀବନ ତୋ ବାଦନ ଚାହିଁରେ
ତୋତେ ଛାଡି ଯିବାକୁ ମୋ ମନ ବ୍ଲୁ ନାହିଁରେ
ତୋତେ ଛାଡି ଯିବାକୁ ମୋ ମନ ବ୍ଲୁ ନାହିଁରେ
ଆସିଥିଲି କାଳିଆ ତୋ.. ଓ.. || ୧ ||

ଥକା ନେବି ଚକାଆଖି ଧାଇଁବିନି ମୋହ ରେ
ଥକା ନେବି ଚକାଆଖି ଧାଇଁବିନି ମୋହ ରେ
କରିଦେ ଭିକାରି ମୋତେ ତୋ ଦେଉଳ ଦୁଆରେ
କରିଦେ ଭିକାରି ମୋତେ ତୋ ଦେଉଳ ଦୁଆରେ
ଆନନ୍ଦ ହେବି ମଗ .. ଓ ..
ଆନନ୍ଦ ହେବି ମଗନ ତୋର ଗୀତ ଗାଇରେ
ତୋତେ ଛାଡି ଯିବାକୁ ମୋ ମନ ବ୍ଲୁ ନାହିଁରେ
ତୋତେ ଛାଡି ଯିବାକୁ ମୋ ମନ ବ୍ଲୁ ନାହିଁରେ
ଆସିଥିଲି କାଳିଆ ତୋ ଦରଶନ ପାଁଇରେ
ତୋତେ ଛାଡି ଯିବାକୁ ମୋ ମନ ବ୍ଲୁ ନାହିଁରେ
ତୋତେ ଛାଡି ଯିବାକୁ ମୋ ମନ ବ୍ଲୁ ନାହିଁରେ
ମନ ବ୍ଲୁ ନାହିଁରେ
ମନ ବ୍ଲୁ ନାହିଁରେ || ୨ ||

ଆପଣଙ୍କ ମତାମତ, ପ୍ରଶ୍ନ ଓ ତ୍ରୁଟି ବିଷୟରେ (Comment) କରି ଜଣାନ୍ତୁ । ଆପଣଙ୍କ ଆପେକ୍ଷାରେ ଭକ୍ତିଭାରତକି…

Related posts

Binu Satsang Vivek Na Hoi | Bal kand Ki Chaupai | बिनु सतसंग बिबेक न होई

Bimal Kumar Dash

Chaitra Navratri 2023 (चैत्र नवरात्रि 2023) चैत्र नवरात्रि कब से शुरू हो रहे हैं? जानिए – तिथि, पूजा, शुभ मुहूर्त – Bhakti Bharat Ki

bbkbbsr24

Meenakshi Pancharatnam Lyrics in English – Bhakti Bharat Ki

bbkbbsr24