30.1 C
Bhubaneswar
August 29, 2026
Bhajan

He Guru Tume Mangalamaya | ହେ ଗୁରୁ ତୁମେ ମଙ୍ଗଳମୟ

He Guru Tume Mangalamaya

He Guru Tume Mangalamaya | ହେ ଗୁରୁ ତୁମେ ମଙ୍ଗଳମୟ: ହେ ଗୁରୁ ତୁମେ ମଙ୍ଗଳମୟ ତୁମ କୃପା ବିନୁ ମୁକ୍ତି ନାହିଁ।

He Guru Tume Mangalamaya

ହେ ଗୁରୁ ତୁମେ ମଙ୍ଗଳମୟ

ହେ ଗୁରୁ ତୁମେ ମଙ୍ଗଳମୟ
କୃପା ବିନୁ ମୁକ୍ତି ନାହିଁ
ହେ ଗୁରୁ ତୁମେ ମଙ୍ଗଳମୟ
କୃପା ବିନୁ ମୁକ୍ତି ନାହିଁ
ଧରଣୀ ମା ର ଯୋଗ୍ୟ ସନ୍ତାନ
ଧରଣୀ ମା ର ଯୋଗ୍ୟ ସନ୍ତାନ
ତୁମ ବିନା ଶାନ୍ତି କାହିଁ….
ହେ ଗୁରୁ ତୁମେ ମଙ୍ଗଳମୟ
କୃପା ବିନୁ ମୁକ୍ତି ନାହିଁ ।

ଆଲୋକ ଶିଖାର ତୁମେତ ଇଙ୍ଗିତ
ତୁମ୍ଭ ପାଇଁ ଜନ୍ମ ମୁହିଁ
ଆଲୋକ ଶିଖାର ତୁମେତ ଇଙ୍ଗିତ
ତୁମ୍ଭ ପାଇଁ ଜନ୍ମ ମୁହିଁ
ଅନ୍ଧାର ପଥରେ ତୁମେତ ଲଉଡି
ଅନ୍ଧାର ପଥରେ ତୁମେତ ଲଉଡି
ଅଣ୍ଡାଳି ଚାଲୁଛି ମୁହିଁ
ହେ ଗୁରୁ ତୁମେ ମଙ୍ଗଳମୟ
କୃପାବିନୁ ମୁକ୍ତି ନାହିଁ ।

ତୁମେ ଅଖିଳର ତୁମେ ନିଖିଳର
ଆସିଛ ତୁମେ ମୋ ପାଇଁ
ତୁମେ ଅଖିଳର ତୁମେ ନିଖିଳର
ଆସିଛ ତୁମେ ମୋ ପାଇଁ
ଧର୍ମ ନିର୍ଦ୍ଦେଶନା ଦେବା ପାଇଁ ପରା
ଧର୍ମ ନିର୍ଦ୍ଦେଶନା ଦେବା ପାଇଁ ପରା
ଅବତୀର୍ଣ୍ଣ ଭାବଗ୍ରାହୀ
ହେ ଗୁରୁ ତୁମେ ମଙ୍ଗଳମୟ
କୃପା ବିନୁ ମୁକ୍ତି ନାହିଁ ।

ତୁମରି ଆଶିଶେ ଆଜି ଏହି ଧାରା
ପୁରି ଉଠୁ ନାମ ଗାଇ
ତୁମରି ଆଶିଶେ ଆଜି ଏହି ଧାରା
ପୁରି ଉଠୁ ନାମ ଗାଇ
ଜୟ ଗୁରୁଦେବ ଜୟ ହେ ଅନନ୍ତ
ଜୟ ଗୁରୁଦେବ ଜୟ ହେ ଅନନ୍ତ
କାଳିଆ ପାଦେ ଚିନ୍ତଇ ।

ହେ ଗୁରୁ ତୁମେ ମଙ୍ଗଳମୟ
କୃପା ବିନୁ ମୁକ୍ତି ନାହିଁ
ହେ ଗୁରୁ ତୁମେ ମଙ୍ଗଳମୟ
କୃପା ବିନୁ ମୁକ୍ତି ନାହିଁ
ଧରଣୀ ମା ର ଯୋଗ୍ୟ ସନ୍ତାନ
ଧରଣୀ ମା ର ଯୋଗ୍ୟ ସନ୍ତାନ
ତୁମ ବିନା ଶାନ୍ତି କାହିଁ…
ହେ ଗୁରୁ ତୁମେ ମଙ୍ଗଳମୟ
କୃପା ବିନୁ ମୁକ୍ତି ନାହିଁ
କୃପା ବିନୁ ମୁକ୍ତି ନାହିଁ
କୃପା ବିନୁ ମୁକ୍ତି ନାହିଁ ।

Credit the Video : MD FILMS YouTube Channel

Disclaimer: Bhakti Bharat Ki / भक्ति भारत की (https://bhaktibharatki.com) वेबसाइट का उद्देश्य किसी की आस्था या भावनाओं को ठेस पहुंचना नहीं है। इस वेबसाइट पर प्रकाशित उपाय, रचना और जानकारी को भिन्न – भिन्न लोगों की मान्यता, जानकारियों के अनुसार और इंटरनेट पर मौजूदा जानकारियों को ध्यान पूर्वक पढ़कर, और शोधन कर लिखा गया है। इस पोस्ट पर दिए गए जानकारी केवल सामान्य ज्ञान और शैक्षिक उद्देश्य के लिए बनाया गया है। यहां यह बताना जरूरी है कि Bhakti Bharat Ki / भक्ति भारत की (https://bhaktibharatki.com) इसमें चर्चा की गई किसी भी तरह जानकारी, मान्यता, सटीकता, पूर्णता या विश्वसनीयता की पूर्ण रूप से गारंटी नहीं देते। He Guru Tume Mangalamaya का अर्थ और महत्व को अमल में लाने से पहले कृपया संबंधित योग्य विशेषज्ञ अथवा पंड़ित की सलाह अवश्य लें। He Guru Tume Mangalamaya का उच्चारण करना या ना करना आपके विवेक पर निर्भर करता है। इस वेबसाइट पर दी गई जानकारी का उपयोग पूरी तरह से उपयोगकर्ता की अपनी ज़िम्मेदारी पर है। किसी भी प्रकार की हानि, नुकसान, या परिणाम के लिए हम प्रत्यक्ष या अप्रत्यक्ष रूप से जिम्मेदार नहीं होंगे।

Facebook
Instagram
YouTube

Related posts

Milte Nahi Bhagwan Guru Ke Bina | मिलते नहीं भगवान गुरु के बिना

bbkbbsr24

Shubham Karoti Kalyanam | शुभम् करोति कल्याणम्

bbkbbsr24

Shambhu Tere Charno Ki | शंभू तेरे चरणों की

Bimal Kumar Dash