January 28, 2026
Bhajan

Jibanara Sesa Bandhu Prabhu Jagannatha

Credit the Video: Namita Agrawal by Namita Agrawal YouTube Channel

Jibanara Sesa Bandhu Prabhu Jagannatha

॥ ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ॥

ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ ପ୍ରଭୁ ଜଗନ୍ନାଥ
ଜୀବନର ଶେଷ ଭୋକ ମିଟେ ନିର୍ମାଲ୍ୟ ରେ
ଜୀବନର ଶେଷ ଶୋତ ତୁଳସୀ ଜଳ ରେ
ଜୀବନର ଶେଷ ଗୀତ ରାମ ନାମ ସତ୍ୟ ହେ ରାମ ନାମ ସତ୍ୟ
ଜୀବନର ଶେଷ ବନ୍ଧୁ ….

ଜୀବନର ଶେଷ ଖେଳ ବଡ଼ ଦାଣ୍ଡ ରେ
ଜୀବନର ଶେଷ ନିଦ୍ରା ସ୍ୱର୍ଗ ଦ୍ୱାରରେ
ଜୀବନର ଶେଷ ସ୍ୱପ୍ନ ନୀଳଚକ୍ର ନେତେ ସେ ନୀଳଚକ୍ର ନେତେ
ଜୀବନର ଶେଷ ବନ୍ଧୁ ….

ଜୀବନର ଶେଷ ଦୁଃଖ ପାପ ଅର୍ଜନ
ଜୀବନର ଶେଷ ସୁଖ ପ୍ରଭୁ ଦର୍ଶନ
ଜୀବନର ଶେଷ ଲକ୍ଷ୍ୟ ବନ୍ଧନ ରୁ ମୋକ୍ଷ ରେ ବନ୍ଧନ ରୁ ମୋକ୍ଷ
ଜୀବନର ଶେଷ ବନ୍ଧୁ ….

***

Related posts

Punya Bhumi Ye Chitrakut Ki Jaha Base Shri Ram | पुण्य भूमि ये चित्रकूट की

Bimal Kumar Dash

Payo Ji Maine Ram Ratan Dhan Payo | पायो जी मैंने राम रतन धन पायो

bbkbbsr24

Akhila Brahmanda Pati | ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନସ୍ୱାମୀ

bbkbbsr24