33.1 C
Bhubaneswar
May 14, 2026
Stotram

Shiva Stotram | शिव स्तोत्रम् | ଶିବ ସ୍ତୋତ୍ରମ୍

Shiva Stotram

Shiva Stotram | शिव स्तोत्रम् | ଶିବ ସ୍ତୋତ୍ରମ୍: दोस्तों नमस्कार, आज हम आप लोगों को इस लेख के माध्यम से शिव स्तोत्रम् के बारे में बताने वाले हैं। देवों के देव महादेव के सबसे शक्तिशाली और प्रभावशाली शिव स्तुति का पाठ करने से भगवान शिव प्रसन्न हो जाते हैं। भगवान शिव की कृपा दृष्टि के लिए सोमवार के दिन जल, फल, फूल, बेलपत्र चढ़ाने से जीवन के सभी संकट मिट जाते हैं। परिवार में सुख-शांति बनी रहती है।

शिव स्तोत्रम्

Shiva Stotram

ଶିବ ସ୍ତୋତ୍ରମ୍

ଦିବ୍ୟ କୁଣ୍ଡଳ ହାରମୁଜ୍ଜଳ ମସ୍ତକୋଜ୍ମଳ ଶୋଭିତମ୍
କର୍ଣ୍ଣ କୁଣ୍ଡଳ ନେତ୍ରମଜ୍ଜଳ ଚନ୍ଦ୍ର ଶୀତଳ ଭାଷିତମ୍
ହସ୍ର ନିର୍ମଳ ଦଣ୍ଡ ତ୍ରିଶୂଳ ଭାଲେ କୌସ୍ତୁଭ ଧାରିତମ୍
ହେ ଶିବାପତି ପାର୍ବତୀପତି ତ୍ରାହି ମାମ୍ ଭବସାଗରମ୍ । ୧ ।

ବହ୍ନିଲୋଚନ ନନ୍ଦୀବାହନ ଶେଷ ଭୂଷଣ ଭୂଷିତମ୍
ଭସ୍ମ ଲେପନ ଚର୍ମ ଧାରଣ ସୂର୍ଯ୍ୟ ଦାହନ ଦାହିତମ୍
ପଞ୍ଚ ଆନନ କାମ ମର୍ଦନ ଯୋଗ ସାଧନ ସାଧିତମ୍
ହେ ଶିବାପତି ପାର୍ବତୀପତି ତ୍ରାହି ମାମ୍ ଭବସାଗରମ୍ । ୨ ।

ବର୍ଣ୍ଣ କର୍ପୂର ରୂପ ଭାସ୍କର ପାଦେ ନୂପୁର ଗର୍ଜିତମ୍
ଚନ୍ଦ୍ର ଭାସ୍କର କାନ୍ତି ଭାକର ମସ୍ତକେଶୁର ଯୋଜିତମ୍
ଭୂତ ଖେଚର ସିଂହ ଶାର୍ଦ୍ଦୁଳ ପ୍ରେତଭୂଧର ଭାଷିତମ୍
ହେ ଶିବାପତି ପାର୍ବତୀପତି ତ୍ରାହି ମାମ୍ ଭବସାଗରମ୍ । ୩ ।

ବ୍ରହ୍ମରୂପୀଣୀ ବିଷ୍ଣୁମୋହିନୀ ସର୍ବଶକ୍ତିନୀ ସେବିତମ୍
ଦେବଧାରିଣୀ ଅଦ୍ଧବାସିନୀ ରୂପକାମିନୀ ସଂସ୍ଥିତମ୍
ଦେବକାମିନୀ ନାଗପଦ୍ମିନୀ ସର୍ବ ଯୋଗିନୀ ଦାସିତମ୍
ହେ ଶିବାପତି ପାର୍ବତୀପତି ତ୍ରାହି ମାମ୍ ଭବସାଗରମ୍ । ୪ ।

ଦେବ କିନ୍ନର ବେଦ ସାଗର ଭୂଧରାଧର ଶୋଭିତମ୍
ଆଦି ଗୋଚର ଜାନକୀବର ମନ୍ତ୍ରସାଧନ ସାଧିତମ୍
ତ୍ରାହି ମାମ୍ ହର, ତ୍ରାହି ମାମ୍ ହର, ତ୍ରାହି ମାମ୍ ହର ଭାବିତମ୍
ହେ ଶିବାପତି ପାର୍ବତୀପତି ତ୍ରାହି ମାମ୍ ଭବସାଗରମ୍ । ୫ ।

। ଇତି ଶ୍ରୀ ଶିବ ସ୍ତୁତି ସମ୍ପୂର୍ଣମ୍ ।

ଶିବ ସ୍ତୁତି

ଦିବ୍ୟ କୁଣ୍ଡଳ ହାରମୁଜ୍ବଳ ମସ୍ତକୋଜ୍ବଳ ଲୋଳିତଂ ।
ଗାଢକୁନ୍ତଳ ନେତ୍ରମୁଜ୍ବଳ ଚନ୍ଦ୍ର ଶୀତଳ ଭାଷିତଂ ।
ହସ୍ତ ନିର୍ମଳ ଦଣ୍ଡ ତ୍ରିଶୂଳ ଭାଲେ କୋମଳ ଧାରିତଂ ।
ହେ ଶିବାପତି ପାର୍ବତୀପତି ତ୍ରାହିମାଂ ଭବସାଗରଂ । ୧ ।

ବ୍ରହ୍ମ ରୂପିଣୀ ବିଷ୍ଣୁମୋହିନୀ ସର୍ବକ୍ଷେତ୍ରୀଣୀ ଶୋଭିତଂ ।
ଦେହଧାରିଣୀ ବିଷ୍ଣୁବାସିନୀ ରୂପକାମିନୀ ସୂଚିତଂ ।
ଦେବ କାମିନୀ ନାଗପଦ୍ମିନୀ ସର୍ବସୁରମୁନି ସେବିତଂ ।
ହେ ଶିବାପତି ପାର୍ବତୀପତି ତ୍ରାହିମାଂ ଭବ ସାଗରଂ । ୨ ।

ବହ୍ନ୍ନି କର୍ପୁର ରୂପ ଭାସ୍କର ପାଦେ ନୁପୁର ଗର୍ଜିତମ୍ ।
ଚନ୍ଦ୍ରଭାସ୍କର କାନ୍ତି ପ୍ରଭାକର କର୍ମ କେଶର ସୂଚିତଂ ।
ଭୁଭ ଖେଚର ସିଂହ ଶାର୍ଦ୍ଧୁଳ ପ୍ରେତ ଭୁଷଣ ଭୁଷିତଂ ।
ହେ ଶିବାପତି ପାର୍ବତୀପତି ତ୍ରାହିମାଂ ଭବସାଗରଂ । ୩ ।

ପଦ୍ମଲୋଚନୀ ନନ୍ଦୀ ବାହିନୀ ଶେଷଭୁଷଣ ଭୁଷିତଂ ।
ଭସ୍ମଲେପନ ଚର୍ମଧାରଣ ସୃଷ୍ଟି ଧାରଣ ପ୍ରାଚିତଂ ।
ପଞ୍ଚ ଆନନ କାମମର୍ଦ୍ଦନ ଯୋଗ ସାଧନ ସାଧିତଂ ।
ହେ ଶିବାପତି ପାର୍ବତୀପତି ତ୍ରାହିମାଂ ଭବସାଗରଂ । ୪ ।

ଦେବ କିନ୍ନର ବେଦ ଗୋଚର ଭୁଧିରାଧର ଭୂଷିତଂ ।
ଆଦି ଗୋଚର ଜାନକୀବର ମନ୍ତ୍ରସାଧନ ସାଧିତଂ ।
ତ୍ରାହିମାଂ ହର, ତ୍ରାହିମାଂ ହର, ତ୍ରାହିମାଂ ହର ଭାଷିତଂ ।
ହେ ଶିବାପତି ପାର୍ବତୀପତି ତ୍ରାହିମାଂ ଭବସାଗରଂ । ୫ ।

। ଇତି ଶ୍ରୀ ଶିବ ସ୍ତୁତି ସମ୍ପୂର୍ଣ୍ଣମ ।

Credit the Video : the pp creation YouTube Channel

Disclaimer: Bhakti Bharat Ki / भक्ति भारत की (https://bhaktibharatki.com) वेबसाइट का उद्देश्य किसी की आस्था या भावनाओं को ठेस पहुंचना नहीं है। इस वेबसाइट पर प्रकाशित उपाय, रचना और जानकारी को भिन्न – भिन्न लोगों की मान्यता, जानकारियों के अनुसार और इंटरनेट पर मौजूदा जानकारियों को ध्यान पूर्वक पढ़कर, और शोधन कर लिखा गया है। इस पोस्ट पर दिए गए जानकारी केवल सामान्य ज्ञान और शैक्षिक उद्देश्य के लिए बनाया गया है। यहां यह बताना जरूरी है कि Bhakti Bharat Ki / भक्ति भारत की (https://bhaktibharatki.com) इसमें चर्चा की गई किसी भी तरह जानकारी, मान्यता, सटीकता, पूर्णता या विश्वसनीयता की पूर्ण रूप से गारंटी नहीं देते। शिव स्तोत्रम् का अर्थ और महत्व को अमल में लाने से पहले कृपया संबंधित योग्य विशेषज्ञ अथवा पंड़ित की सलाह अवश्य लें। शिव स्तोत्रम् का उच्चारण करना या ना करना आपके विवेक पर निर्भर करता है। इस वेबसाइट पर दी गई जानकारी का उपयोग पूरी तरह से उपयोगकर्ता की अपनी ज़िम्मेदारी पर है। किसी भी प्रकार की हानि, नुकसान, या परिणाम के लिए हम प्रत्यक्ष या अप्रत्यक्ष रूप से जिम्मेदार नहीं होंगे।

Facebook
Instagram
YouTube

Related posts

Sri Rama Bhujanga Prayata Stotram | श्री राम भुजंग प्रयात स्तोत्रम्

Bimal Kumar Dash

Marg Bandhu Stotra | श्री मार्गबन्धु स्तोत्र | यात्रा से पहले मार्गबन्धु स्तोत्रम् का करें पाठ

bbkbbsr24

Guru Paduka Stotram | ଗୁରୁ ପାଦୁକା ପୂଜା | ଗୁରୁ ପାଦୁକା ସ୍ତୋତ୍ରମ୍ | श्री गुरु पादुका स्तोत्रम् 

Bimal Kumar Dash