Nirashrayastakam | ନିରାଶ୍ରୟାଷ୍ଟକମ୍ | निराश्रयाष्टकम्: ହୃଦୟ କୁ ଛୁଇଁଲା ଭଲି ହୃଦୟସ୍ପର୍ଶୀ, ମନକୁ ପବିତ୍ର କରୁଥିବା ଏବଂ ଶାନ୍ତି ପ୍ରଦାନ କରୁଥିବା ଦୁଃଖଭରା ଏହି ନିରାଶ୍ରୟାଷ୍ଟକମ୍ ଓଡିଆ ଭଜନଟି ଦୀନ ନାଥ ଜଗତନ୍ନାଥ ପାଦପଦ୍ମରେ ସମର୍ପିତ। ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରଚିତ ଏହି ଭଜନ ଆମକୁ ଗଭୀର ଆତ୍ମିକ ଅନୁଭୂତି ପ୍ରଦାନ କରେ। ଏହି ଦିବ୍ୟ ଭଜନଟି, ଅତି ସୁମଧୁର କଣ୍ଠରେ, ଭକ୍ତିମୟ ଏବଂ ଭାବପୂର୍ଣ୍ଣ ଭାବେରେ ପ୍ରଭୁ ଶ୍ରୀ ଜଗତନ୍ନାଥଙ୍କ ଆଶୀର୍ବାଦ ଆମ ଜୀବନକୁ ଭକ୍ତିମୟ କରୁଥିବା ଅନୁଭୂତି ରେ ଭରିଦିଏ।
Nirashrayastakam
Nirasrayastakam
श्री निराश्रयाष्टकम्
ନିରାଶ୍ରୟାଷ୍ଟକମ୍
ହେ ନୁତନାମ୍ବୁ ଧରଚାରୁ ମୁର୍ତ୍ତେ,
ହେ କୁନ୍ତି ପଞ୍ଚ ତନୟାଭିହନ୍ତ ।
ହେ ବିପ୍ର ଦାମୋଦର ମୁକ୍ତିଦାତା,
ନିରାଶ୍ରୟ ମାଂ ଜଗଦୀଶ ରକ୍ଷଃ ॥ ୧ ॥
କ୍ଷୀରାବଧିଜା ବଲ୍ଲଭ ବାସୁଦେବ,
ବ୍ରହ୍ମାଣ୍ଡ କାରି ପ୍ରଣତାମ୍ବୁଜାର୍କ ।
ହେ ଦ୍ରୋପଦୀ ଦୁଃଖ ସମୀର ସର୍ପ,
ନିରାଶ୍ରୟ ମାଂ ଜଗଦୀଶ ରକ୍ଷଃ ॥ ୨ ॥
ମହାପ୍ରଭୋ କଂସ ଦଶାନନାରେ,
ତାପତ୍ରୟୋ ତାପିତ ଶୀତରଶ୍ମି ।
ଅନାଥ ବନ୍ଧୋ କରୁଣେକ ସିନ୍ଧୋ,
ନିରାଶ୍ରୟ ମାଂ ଜଗଦୀଶ ରକ୍ଷଃ ॥ ୩ ॥
ବିଧୃତ ଧତ୍ରି ସବରୋଗ୍ରରେତ,
ସୁରମ୍ୟରାଜୀବ ଦଲାୟତାକ୍ଷଃ ।
ହେ କାମି କାମ ପ୍ରଦକାମ ଚାରି,
ନିରାଶ୍ରୟ ମାଂ ଜଗଦୀଶ ରକ୍ଷଃ ॥ ୪ ॥
ହେ କୃଷ୍ଣ ହେ ବିଶ୍ୱ ନିଦାନ ବିଷ୍ଣୋ,
ହେ ଦେବକୀ ମାନସ କୌରବେନ୍ଦୋ ।
ହେ ନୃସିଂହରିଷ୍ଟ ତମୋର୍କ ଦେବ,
ନିରାଶ୍ରୟ ମାଂ ଜଗଦୀଶ ରକ୍ଷଃ ॥ ୫ ॥
ହେ ପିତା କୋୖଶୟ ଧରାଦି ଦେବ,
ହେ ଦାନବ ମୃତ୍ୟୁ ମୋକ୍ଷ ନିବାସ ।
ହେ ଗୌତମ ସ୍ତ୍ରୀ ସ୍ତୁତିଶାଳିନେ ଚ,
ନିରାଶ୍ରୟ ମାଂ ଜଗଦୀଶ ରକ୍ଷଃ ॥ ୬ ॥
ହେ ଗୋକୁଳ ରକ୍ଷଣ ଗୋପୀନାଥ,
ଗୋପାଳ ଗୋପୀନାଥ ପ୍ରାଣବନ୍ଧୋ ।
ଶ୍ରୀମଦ ଯଶୋଦା ହୃଦୟାବଧିଚନ୍ଦ୍ର,
ନିରାଶ୍ରୟ ମାଂ ଜଗଦୀଶ ରକ୍ଷଃ ॥ ୭ ॥
ହରେ ମୂରାରେ ମଧୁକୈଟଭାରେ,
ଗୋବିନ୍ଦ ଗୋପାଳ ମୁକୁନ୍ଦ ସୌରେ ।
ଯଞ୍ଜେଶ ନାରାୟଣ କୃଷ୍ଣ ବିଷ୍ଣୋ,
ନିରାଶ୍ରୟ ମାଂ ଜଗଦୀଶ ରକ୍ଷଃ ॥ ୮ ॥
ହେ କୃଷ୍ଣ ଗୋବିନ୍ଦ ହରେ ମୂରାରେ,
ହେ ନାଥ ନାରାୟଣ ବାସୁଦେବ ।
କୃପା ବିଧେହି ମହୀପାପ ସିନ୍ଧୁ,
ନିରାଶ୍ରୟ ମାଂ ଜଗଦୀଶ ରକ୍ଷଃ ॥ ୯ ॥
॥ ଇତି ନିରାଶ୍ରୟାଷ୍ଟକଂ ସମ୍ପୂର୍ଣ୍ଣମ୍ ॥
Credit the Video: Bhakti Bharat Ki YouTube Channel
Credit the Video: Rakesh Kumar Spiritual YouTube Channel
Disclaimer: Bhakti Bharat Ki / भक्ति भारत की (https://bhaktibharatki.com) वेबसाइट का उद्देश्य किसी की आस्था या भावनाओं को ठेस पहुंचना नहीं है। इस वेबसाइट पर प्रकाशित उपाय, रचना और जानकारी को भिन्न – भिन्न लोगों की मान्यता, जानकारियों के अनुसार और इंटरनेट पर मौजूदा जानकारियों को ध्यान पूर्वक पढ़कर, और शोधन कर लिखा गया है। इस पोस्ट पर दिए गए जानकारी केवल सामान्य ज्ञान और शैक्षिक उद्देश्य के लिए बनाया गया है। यहां यह बताना जरूरी है कि Bhakti Bharat Ki / भक्ति भारत की (https://bhaktibharatki.com) इसमें चर्चा की गई किसी भी तरह जानकारी, मान्यता, सटीकता, पूर्णता या विश्वसनीयता की पूर्ण रूप से गारंटी नहीं देते। श्री निराश्रयाष्टकम् का अर्थ और महत्व को अमल में लाने से पहले कृपया संबंधित योग्य विशेषज्ञ अथवा पंड़ित की सलाह अवश्य लें। श्री निराश्रयाष्टकम् का उच्चारण करना या ना करना आपके विवेक पर निर्भर करता है। इस वेबसाइट पर दी गई जानकारी का उपयोग पूरी तरह से उपयोगकर्ता की अपनी ज़िम्मेदारी पर है। किसी भी प्रकार की हानि, नुकसान, या परिणाम के लिए हम प्रत्यक्ष या अप्रत्यक्ष रूप से जिम्मेदार नहीं होंगे।
